ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀ ସଙ୍କଟ:ସଂସ୍କୃତି ଶିକ୍ଷା ବାଟବଣା

କାମଚଳା ଅଧ୍ୟକ୍ଷରେ ଚାଲିଛି ସଙ୍ଗୀତ ମହାବିଦ୍ୟାଳୟ ଭୁବନେଶ୍ୱର: କଳା, ସଂସ୍କୃତିର ରାଜ୍ୟ ଓଡ଼ିଶାରେ ସଂସ୍କୃତି ଶିକ୍ଷା ବାଟବଣା। ୧୮ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏପର୍ଯ୍ୟନ୍ତ ନିଜ ସ୍ଥିତି ସଜାଡ଼ିପାରୁନି। ପିଲା ହେଉ ନାହାନ୍ତି କି ସବୁ ବିଭାଗରେ ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି। ଯେଉଁଥିପାଇଁ ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ବିଭାଗ ବନ୍ଦ ହେଉଛି। ପିଲା ନ ହେବାରୁ ଗତବର୍ଷ ୪ଟି ବିଭାଗରେ ତାଲା ପଡ଼ିଥିଲା। … Continue reading ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶିକ୍ଷାର୍ଥୀ ସଙ୍କଟ:ସଂସ୍କୃତି ଶିକ୍ଷା ବାଟବଣା